Compartir
Abujha Ae Mana (en Oriya)
Anamika Das
(Autor)
·
Black Eagle Books
· Tapa Blanda
Abujha Ae Mana (en Oriya) - Das, Anamika
Libro Nuevo
Origen: Estados Unidos
Envío: 8 a 10 días háb.
$ 12.00$ 11.29
Reseña del libro "Abujha Ae Mana (en Oriya)"
"ଅବୁଝା ଏ ମନ" ବୁଝିବାକୁ ବହୁ ଚେଷ୍ଟା କଲି କେହି କହିବେନି ଗୋଟେ କଞ୍ଚା ହାତର କଅଁଳ ଫସଲ ବୋଲି । ଲେଖିକା ସମସାମୟିକ ସମାଜ ଆଉ ସାମାଜିକ ପରିସ୍ଥିତି ପ୍ରତି ଗଭୀର ସଚେତନ । ଜଣେ ମନସ୍ତତ୍ୱ କହେ, ପାରିବାରିକ, ସାମାଜିକ କ୍ରାନ୍ତିକାରୀ ଲେଖିକା । ଆମ ତେଲ ଲୁଣ ସଂସାର ଭିତରେ ଯୋଉକଥା, ଯୋଉ ଅନୁଭୁତି ମନର ତତ୍ୱରେ ତତ୍ୱରେ ରହିଛି ଅଥଚ ତାକୁ କାହାକୁ କହିହଉନି, ବୁଝି ବି ବୁଝି ହଉନି । ଅନୁଭବର ଏ କଥନ ଓ ଲିଖନର ସୁଅ ମୁହଁରେ ଲେଖିକାର ଏ ପ୍ରକାର ଅଭିନବ ଶାଖ୍ୟ ସ୍ୱରୂପ କିଏ କେମିତି ବୁଝିବ କେଜାଣି । ପ୍ରତି ଛନ୍ଦରେ ପ୍ରତି କାହାଣୀରେ ଅକୁହା କଥାର ସ୍ୱର । ବିଦଗ୍ଧ ପ୍ରାଣୋଛଳ ପ୍ରତିବଦ୍ଧତାରେ ପାଠକ ବିମୁଗ୍ଧ ହେବେ । ପରିବେଶରୁ, ସମାଜରୁ, ମନର ଅଭ୍ୟନ୍ତରରୁ ପ୍ରତି ନିୟତ ଘଟି ଚାଲିଥିବା ଛୋଟ ଛୋଟ ଘଟଣାକୁ ନିଜର ସମସ୍ତ ଅନୁଭବ ଓ ଅନୁରାଗ ଦେଇ ଭାଷାର ଖୋଳପା ପିନ୍ଧାଇ ପ୍ରତୀକ ଧର୍ମୀ ଗଳ୍ପଗୁଡିଏ, ସ୍ନିଗ୍ଧ, ଶୀତଳ ଓ ଜାଦୁକରୀ ଭାଷା ପ୍ରୟୋଗରେ ଜୀବନ୍ତ କରିଛନ୍ତି ଲେଖିକା ଅନାମିକା । ସେ ବଡପୁଅର ବ୍ୟଥା ହେଉ କି ଦୁହିତାର ଉତ୍ସର୍ଗୀକୃତ ମହ୍ଲାର ହେଉ ବା ଦାମ୍ପତ୍ୟର ପାର୍ଥିବତା ଭିତରେ ଅପାର୍ଥିବ ପ୍ରେମର ରହସ୍ୟ ସାବିତ୍ରୀକୁ ଚିଠିରେ ହଉ ଅଥବା ଏକ ଅଜଣା ବ୍ୟଥାରେ କିନ୍ନରର ବ୍ୟାକୁଳ ପ୍ରାଣର ବେଦନା ହଉ, ନହେଲେ ଆପଣାର ମଣିଷ ଗୁଡିକୁ ସବୁଦିନ ଲାଗି ଛାଡି ଆସିବାର ରୁଦ୍ଧ ଯନ୍ତ୍ରଣାର ଅବୁଝା ମନ ହେଉ, ସବୁଥିରେ ଲେଖିକାଙ୍କର ସୃଜନର Ě
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.