Compartir
Lalita (en Oriya)
Sanghamitra Bhanja
(Autor)
·
Black Eagle Books
· Tapa Blanda
Lalita (en Oriya) - Bhanja, Sanghamitra
$ 10.11
$ 12.00
Ahorras: $ 1.89
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis ListasSe enviará desde nuestra bodega entre el
Lunes 10 de Junio y el
Martes 11 de Junio.
Lo recibirás en cualquier lugar de Estados Unidos entre 1 y 3 días hábiles luego del envío.
Reseña del libro "Lalita (en Oriya)"
ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍ରାକୁ ନେଇ ସଂଗ୍ରାମରତ । ଶ୍ରଦ୍ଧାଶୀଳ ମଣିଷର ଆବେଗମୟ ଆନ୍ତରିକତା ତଥା ବିଭୁପ୍ରେମର ନିବିଡ଼ତା ତାକୁ ସକ୍ରିୟତା, ଆତ୍ମାନ୍ୱେଷଣ ତଥା ଅର୍ଥମୟ ଜୀବନର ଅନୁଭବ ମଧ୍ୟ ଦେଇ କର୍ମଯୋଗର ପ୍ରେରଣା ଯୋଗାଏ । ବୈଷ୍ଣବ ସାହିତ୍ୟର ଲଳିତା ଚରିତ୍ରକୁ ପାରଂପରିକ ଦୂତୀ ପରିଚୟରୁ ମୁକ୍ତ କରି ସଂଘମିତ୍ରା ତାଙ୍କୁ ଆଧୁନିକ ନାରୀର ପରିଚୟ ଦେଇଛନ୍ତି ଯାହା ଭିତରେ ଅଛି ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣଙ୍କ ପ୍ରତି ଆଦର, ମାୟା ଏବଂ ଅକପଟ ପ୍ରେମ । ମାତ୍ର ସମଗ୍ର ଜୀବନରେ ଅନେକ ଅଭିଳାଷ ସତ୍ତ୍ୱେ ଅବସୋସ ହିଁ ତାଙ୍କ ଜୀବନ-ଗଣିତର ଭାଗଶେଷ । ସବୁତକ ପ୍ରାପ୍ତି ଶ୍ରୀରାଧାଙ୍କ ପଣତକାନିରେ ଅଜାଡ଼ି ପଡ଼ିଥିବାବେଳେ ଶେଷ ପର୍ଯ୍ୟନ୍ତ ଅପ୍ରାପ୍ତିକୁ ନେଇ ଛଟପଟ ହୋଇଛନ୍ତି ଲଳିତା । କବିଙ୍କ ଭାଷାରେ ଲଳିତା ଅପ୍ରାପ୍ତିର ଅଧୀଶ୍ୱରୀ । ଓଡ଼ିଆ ଦୀର୍ଘକାବ୍ୟ ପରଂପରାରେ ଲଳିତା ଏକ ସାର୍ଥକ ସଂଯୋଜନା ଯାହା ନାରୀ-ପୁରୁଷ ନିର୍ବିଶେଷରେ ପ୍ରତିଟି ଜୀବନ ଭିତରେ ଲଳିତାପଣର ଆକୁଳ ଅନ୍ୱେଷଣକୁ ପ୍ରତିଷ୍ଠା ଦେଇଥାଏ । 'ଲଳିତା' - ସମୟ ଯୁଗସନ୍ଧିରେ ପ୍ରେମାଭିବ୍ୟକ୍ତିର ସ୍ୱଚ୍ଛ-ନିର୍ମଳ ପୁଣ୍ୟତୋୟାଟିଏ । ଅର୍ଥାର୍ଥୀଜନ ହେଉ ଅବା ସଂସାରବିରାଗୀ ଉଭୟଙ୍କୁ ଏହା ନିବିଡ଼ ପ୍ରେମ-ଭକ୍ତିରେ ଆପ୍ଳୁତ କରିବ ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.